ଛଙ୍କା
ଦେଖଣା
ଛଙ୍କା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଛଙ୍କା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାଳନ)
[ସମ୍ପାଦନା]- ୧. ଛାଙ୍କିବା; ଛଣିବା — ୧. Straining; sifting (through a sieve.)
- ୨. ଘିଅରେ ପୁରି ଆଦି ଛାଣିବା —୨. Frying in a large quantity of ghee.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଛଣା ହୋଇଥିବା —୧. Sifted.
- ୨. ନିର୍ମଳ —୨. Cleansed.
- ୩. ବିଶୁଦ୍ଧ —୩. Purified.
- ୪. ଘିଅରେ ବା ତେଲରେ ଛଣା ହୋଇଥିବା — ୪. Fried in ghee or oil.
- ୫. ବଛା ହୋଇଥିବା —୫. Selected.