ଛଙ୍କା ତରକାରୀ

ଉଇକିଅଭିଧାନ‌ରୁ

ଛଙ୍କା ତରକାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛଙ୍କା ତିଅଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପ୍ରଥମେ ପ୍ରଚୁର ଘିଅ ବା ତେଲରେ ନାନା ଜାତୀୟ ପରିବା ଛଙ୍କା ହେବା ପରେ ତହିଁରେ ମସଲାପାଣି ମିଶାଯାଇ ପ୍ରସ୍ତୁତ ହେବା ପରିବା ତରକାରୀ —Curry made of various kinds chopped vegetables first fried in suffcient oil or ghee and then cooked with spices.

[ଦ୍ରଷ୍ଟବ୍ୟ —ଘୃତପକ୍ୱ ଛଙ୍କା ତରକାରି ନିଶଙ୍ଖୁଡ଼ି ବୋଲି ଧରାଯାଏ]