ଛଚିନ୍ଦ୍ର

ଉଇକିଅଭିଧାନ‌ରୁ

ଛଚିନ୍ଦ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛଛିନ୍ଦ୍ର—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଶଚୀନ୍ଦ୍ରା; ଇନ୍ଦ୍ରଙ୍କ ସଙ୍ଗେ ତୁଳନା)[ସମ୍ପାଦନା]

୧. ବିଦ୍ୟା ପଢ଼ିବା ବିଷୟରେ ମନୋଯୋଗୀ ବା ବାହାଦୂର —୧. Attentive to one's studies; diligent in one's studies.

ଛାଟକୁରେ ବାବୁ ଭୟ ନ କର ଛଚିନ୍ଦ୍ର ହୋଇ ବିଦ୍ୟା ପଢିବାର ହରିଦାସ. ଯଶୋଦାଙ୍କ ଭକ୍ତି ଗାତ

୨. ଉତ୍କୃଷ୍ଟ —୨. Excellent.

ଛଚିନ୍ଦ୍ର କଥା ଏ ଶ୍ରୀ ଭାଗବତ କ୍ଷମେ ହରିଦାସ ଗାଇଲେ ଗୀତ ହରିଦାସ. ଯଶୋଦାଙ୍କ ଭକ୍ତି ଗୀତା