ଛଞ୍ଚା

ଉଇକିଅଭିଧାନ‌ରୁ

ଛଞ୍ଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଶୌଚ)—ମଳ ଶୌଚକରିବା; ଛଅଞ୍ଚିବା — ୧. Washing of the anus after easing.
୨. (ସଂସ୍କୃତ - ସଞ୍ଚ)—ଛାଞ୍ଚ (ଦେଖ) - ୨. Chhān̄cha (See)
୩. (ସଂସ୍କୃତ - ସଞ୍ଚୟ)—ସଞ୍ଚୟ — ୩. Hoarding; saving for future.
୪. କୃପଣତା —୪. Niggardliness.
୫. (ସଂସ୍କୃତ - ସଞ୍ଚ=ଲେଖିବାର କାଳି) ଦେହରେ ଅଳଙ୍କାରାଦିର ଚାପଜନିତ ଦାଗ —୫. Mark left on the body by pressure of ornaments.

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ -[ସମ୍ପାଦନା]

୧. (ସଂସ୍କୃତ - ସତ୍) ସତ୍ୟବତ୍ତା — ୧. Truthfulness.
୨. ସତ୍ପଣ —୨. Honesty.
୩. ସତୀପଣ —୩. Chastity.

ଅନୁବାଦ[ସମ୍ପାଦନା]

୪. ଆଗନ୍ତୁକ ଭଦ୍ରଲୋକଙ୍କୁ ଦିଆଯିବା ରନ୍ଧା ହୋଇ ନ ଥିବା ଖାଦ୍ୟୋପକରଣ; ସିଧା; ସଞ୍ଚା — ୪. Victuals presented to a guest for cooking his food.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଓଳିଆ ବା ପୁଡ଼ୁଗ ବାନ୍ଧିବା ଦଉଡ଼ି — A string or rope for tying a rolled bundle of strand for storing grains.

(ଛଞ୍ଚୀ-ସ୍ତ୍ରୀ)

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସଞ୍ଚୟ)[ସମ୍ପାଦନା]

୧. କୃପଣ — ୧. Niggardly; close fisted.
୨. ଯେ ସବୁ ପଦାର୍ଥକୁ ଭବିଷ୍ୟତ୍ ପାଇଁ ସଞ୍ଚୟକରି ରଖେ — ୨. One who stores things for future use.
୩. ସଞ୍ଚିତ; ଗଚ୍ଛିତ —୩. Stored; hoarded.

ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ସତୀ)[ସମ୍ପାଦନା]

ସତୀ —Chaste.