ଛଞ୍ଚାଣ

ଉଇକିଅଭିଧାନ‌ରୁ

ଛଞ୍ଚାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଞ୍ଚାନ; ଶଶାଦନ; ଶ୍ୟେନ)[ସମ୍ପାଦନା]

ବାଜପକ୍ଷୀ; ସଞ୍ଚାଣ —Hawk; falcon.

[ଦ୍ରଷ୍ଟବ୍ୟ —ସଞ୍ଚାଣ ପ୍ରସହଜାତୀୟ ପକ୍ଷୀବିଶେଷ ଏହାର ଦେହର ରଙ୍ଗ ମାଟିଆ, ଲମ୍ୱରେ ପ୍ରାୟ ଦେଢ଼ ଫୁଟ୍; ଏ ଅନ୍ୟ ପକ୍ଷୀକୁ ଶିକାର କରେ ଅନ୍ୟ ପକ୍ଷୀକୁ ଶିକାର କରିବାପାଇଁ ଲୋକେ ଛଞ୍ଚାଣ ପୋଷନ୍ତି]