ଛଟକିନୀ

ଉଇକିଅଭିଧାନ‌ରୁ

ଛଟକିନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଛଟା)[ସମ୍ପାଦନା]

ଛଟକ ଦେଖାଉଥିବା; ଚତୁରୀ (ସ୍ତ୍ରୀ) —Coquette; a lady with graceful glance.

ଅଟକିବ ଜାଣିଥିଲି ଛଟକିନୀ ସଜନୀ ବୋଇଲା ହସି— ରାଧାନାଥ. ଉର୍ବଶୀ