Jump to content

ଛଟଛଟ

ଉଇକିଅଭିଧାନ‌ରୁ

ଛଟଛଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଅତ୍ୟନ୍ତ ଶାରୀରିକ କଷ୍ଟ ବା ଯନ୍ତ୍ରଣାରେ ଅଙ୍ଗ— ବିକ୍ଷେପ କରିବା; କଲବଲ —Restless or struggling through extreme agony.

ଛଟଛଟ ହେଲା ତୁମେ ରକ୍ତଭତ୍ସସ୍ରାବୀ ସାଳଙ୍କାର ହସ୍ତପାଦ, ସଶିରସ୍କ ଶିରଃ—ରାଧାନାଥ, ମହାଯାତ୍ରା