ଛଟାଇବା

ଉଇକିଅଭିଧାନ‌ରୁ

ଛଟାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଛଟେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଛାଟିବାର ଣିଜନ୍ତ ରୂପ — ୧. The causative form of Chhātibā (See)
୨. ଛାଟ ବା ସରୁ ଯଷ୍ଟିଦ୍ୱାରା ପ୍ରହାର କରିବା — ୨. To beat with a cane.
୩. ଅନ୍ୟ ବ୍ୟକ୍ତିଦ୍ୱାରା କୌଣସି ବ୍ୟକ୍ତିକୁ ଛାଟ ମରାଇବା — ୩. To canse a person to be caned.