ଛଟାଛଟି
ଦେଖଣା
ଛଟାଛଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଟାଛଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - କ୍ଷିପ୍ତ) ବାଡ଼ରେ ବା କାନ୍ଥରେ ମାଟି ଛାଟିବା ବା ଲେସିବା କର୍ମ —୧. Sprinkling or splashing with mud.
- ୨. ଭାଙ୍ଗିଯାଉଥିବା କାନ୍ଥରେ ମାଟି ଛାଟିବା କର୍ମ — ୨. Reparing of a mud wall.
- ୩. (ସଂସ୍କୃତ - ଛେଦନ) ଗଛର ଅଗମାନଙ୍କୁ ଛାଟିବା କର୍ମ — ୩. Pruning.