ଛଟାଭା

ଉଇକିଅଭିଧାନ‌ରୁ

ଛଟାଭା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଛଟା=ରେଖା+ଆଭା=କିରଣ)[ସମ୍ପାଦନା]

୧. ବିଦ୍ୟୁତ; ବିଜୁଳି —୧. Lightning.
୨. ଚେହେରାର କାନ୍ତି ବା ଶୋଭା (ହିନ୍ଦୀ - ଶବ୍ଦସାଗର) ୨. The grace or lustre of ones appearance.