Jump to content

ଛଡ଼ାଇ ନେବା

ଉଇକିଅଭିଧାନ‌ରୁ

ଛଡ଼ାଇ ନେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବଳପୂର୍ବକ କୌଣସି ବ୍ୟକ୍ତିଠାରୁ କୌଣସି ପଦାର୍ଥକୁ ଅନ୍ତର କରିବା ବା ନେଇଯିବା; କାଢ଼ି ନେବା — ୧. To snatch away; to take away.

ମୟୁରବର୍ଣ୍ଣ ପରି ବହୁ ଘୋଡ଼ା ଥିଲେ ତାହା ମଧ୍ୟ ପାର୍ଥ ଛଡ଼ାଇ ଘେନି ଗଲେ କୃଷ୍ଣସିଂହ. ମହାଭାରତ. ସଭା

୨. ବନ୍ଧୁକରୁ କୌଣସି ବସ୍ତୁକୁ ମୁକୁଳାଇବା — ୨. To free a thing from encombrance or pledge.
୩. କୌଣସି ବ୍ୟକ୍ତିକୁ ବନ୍ଧକ ବା ଚାକିରିରୁ ମୁକ୍ତ କରାଇ ସାଙ୍ଗରେ ଆଣିବା —୩. To bring back a person after causing him to give up service or to be liberated.