ଛଡ଼ାଫୁଲ

ଉଇକିଅଭିଧାନ‌ରୁ

ଛଡ଼ାଫୁଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିନ୍ନ+ପୁଷ୍ପ)[ସମ୍ପାଦନା]

ଦେବତା ବା ମନୁଷ୍ୟଙ୍କର ବ୍ୟବହାର ପରେ ଯେଉଁ ଫୁଲ ଶରୀରରୁ କଢ଼ା ଯାଇଥାଏ; ଉଲାଗି ଫୁଲ —Flower taken off the body after use or enjoyment; discarded; cast off.

ସର୍ବ ସମ୍ପଦ ବେନି କୁଳ, ଛାଡ଼ିଲୁ ଯେହ୍ନେ ଛଡ଼ା ଫୁଲ ଭୂପତି. ପ୍ରେମପଞ୍ଚାମୃତ

[ଦ୍ରଷ୍ଟବ୍ୟ —ଏହିପରି ଅର୍ଥରେ ଛଡ଼ା ବେଲପତ୍ରି, ଛଡ଼ା ମାଳ ଇତ୍ୟାଦି ମଧ୍ୟ ହୁଏ]