ଛଡାଇ ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ରିୟା (ଦେଶଜ)[ସମ୍ପାଦନା]

  • ରୋଗମୁକ୍ତ କରିବା
  • ତ୍ୟାଗ କରାଇବା
  • ଫଳରୁ ଚୋପା ବା ଗଛରୁ ବକଳ ଛଡାଇବା
  • ଦୁଇଜଣଙ୍କୁ ବିଭିନ୍ନ ବା ପୃଥକ୍ କରାଇଦେବା
  • ହସ୍ତାନ୍ତର କରିବା; ବିକିରି କରିବା
  • ଭୃତ୍ୟକୁ ଚାକିରିରୁ ବରଖାସ୍ତ କରିବା
  • ବନନ୍ଧରୁ ମୁକ୍ତ କରିବା; ଉନ୍ମୁକ୍ତ କରିବା
  • ମନରୁ ଦୂର କରିବା
  • ପାଣି ପକାଇ ନୈବେଦ୍ୟ ପଦର୍ଥକୁ ଉତ୍ସର୍ଗ କରିବା
  • ଦେହରେ ବୋଳା ହୋଇଥିବା ଚନ୍ଦନ, ହଳଦୀ, ରଙ୍ଗ ଆଦି ପୋଛିବା, ସାଫ୍ କରିବା
  • ଅପର୍ଯ୍ୟାପ୍ତଭାବରେ ବୁଣି ଦେବା ବା ବିଞ୍ଚି ଦେବା