ଛଣା ସୁଧା

ଉଇକିଅଭିଧାନ‌ରୁ

ଛଣା ସୁଧା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଖାଣ୍ଟି ଅମୃତ; ବିଶୁଦ୍ଧ ଅମୃତ — Pure nectar; filtered nectar.

ଛଣା ସୁଧା ସରପଣାରୁ ମଧୁର ଲାଗୁଥିଲା ଶ୍ୟାମପ୍ରୀତି—କବିସୂର୍ଯ୍ୟ, ସଙ୍ଗୀତ