ଛତରଛାଉଳ

ଉଇକିଅଭିଧାନ‌ରୁ

ଛତରଛାଉଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଛତରଚାଉଳ, ଛତରଛାଉଳିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ଷିପ୍ତ; ସଂସ୍କୃତ - ଛିନ୍ନବିଚ୍ଛିନ୍ନ)[ସମ୍ପାଦନା]

୧. ସମୂଳେ ବିନାଶ — ୧. Annihilation; ruin.
୨. ଛତ୍ରଭଙ୍ଗ —୨. Being scattered on all sides.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଇତସ୍ତତଃ ବିକ୍ଷିପ୍ତ; ଛିନ୍ନଭିନ୍ନ — ୧. Scattered on all sides.
୨. ବିଧ୍ୱସ୍ତ; ଛାରଖାର — ୨. Ruined; laid waste.
୩. ଚୂର୍ଣ୍ଣବିଚୂର୍ଣ୍ଣ —୩. Reduced to powder; reduced to small pieces.
୪. ଯାହା ବହୁ ଉଚ୍ଚରୁ ପଡ଼ି ଛିନ୍ନଭିନ୍ନ ହୋଇ ଖଣ୍ଡ ଖଣ୍ଡ ହୋଇ ବିଞ୍ଚି ହୋଇଯାଏ —୪. Strewn in fragments or many picces, having fallen from a great height.

(ଯଥା—କଖାରୁଟା ଚାଳଉପରୁ ଖସି ପଡ଼ି ଅଗଣାରେ ଛତର— ଛାଉଳ ହୋଇଗଲା)