ଛତା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ତଳପତ୍ରରେ ବା କନାରେ ନିର୍ମିତ ଓ କେନ୍ଦ୍ରରେ ତଳ ଆଡ଼କୁ ଗୋଟିଏ ଦଣ୍ତ ବା ବେଣ୍ଟ ଥିବା ଗୋଲାକାର ଶରୀରାବରଣ ବସ୍ତୁ; ଆତପତ୍ର
  • ଛତ୍ରାକାର ଆବରଣ
  • ପରିବ୍ରାଜକ ସାଧୁମାନେ ନିଜ ନିଜର ଆସ୍ଥାନ ଉପରେ ପୋତିବା କନାର ବଡ଼ ଛତା
  • ଘୁଷୁରିଆ ଓ ମଇଁଷିଆଳମାନେ ଘୁଷୁରି ଓ ମଇଁଷିଙ୍କ ସଙ୍ଗରେ ରହିବାବେଳେ ଆଶ୍ରୟ ନେବା ନିମନ୍ତେ ପୋତିବା ତଳପତ୍ରର ଛତା
  • ଦେବତା, ସମ୍ରାଟ ବା ପ୍ରଭୁଙ୍କ ଅଧିକାରଜ୍ଞାପକ ଛତି; ରାଜଛତ୍ର

ବିଶେଷଣ (ଦେଶଜ)[ସମ୍ପାଦନା]

  • ଛତା ପରି ବିସ୍ତୃତ; ଝାମ୍ପୁଲା; ମୂଳ ସରୁ ଓ ଅଗ ମେଲି ଯାଇଥିବାଛତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛତ୍ର; ପ୍ରା. ଛତ୍ତ)[ସମ୍ପାଦନା]

୧. ତାଳପତ୍ରରେ ବା କନାରେ ନିର୍ମିତ ଓ କେନ୍ଦ୍ରରେ ତଳ ଆଡ଼କୁ ଗୋଟିଏ ଦଣ୍ଡ ବା ବେଣ୍ଟ ଥିବା ଗୋଲାକାର ଶରୀରାବରଣ ବସ୍ତୁ; ଆତପତ୍ର — ୧. Umbrella.
୨. ଛତ୍ରାକାର ଆବରଣ —୨. Parachutte.
୩. ପରିବ୍ରାଜକ ସାଧୁମାନେ ନିଜ ନିଜର ଆସ୍ଥାନ ଉପରେ ପୋତିବା କନାର ବଡ଼ ଛତା — ୩. A big cloth-umbrella installed on a central rod over the seat of a wandering ancharite.
୪. ଘୁଷୁରିଆ ଓ ମଇଁଷିଆଳମାନେ ଘୁଷୁରି ଓ ମଇଁଷିଙ୍କ ସଙ୍ଗରେ ରହିବା ବେଳେ ଆଶ୍ରୟ ନେବା ନିମନ୍ତେ ପୋତିବା ତାଳପତ୍ରର ଛତା —୪. An umberella with a palm-leaf covering installed on a central rod to give shelter to buffalo- herds or swineherds while accompanying their herds.
୫. ଦେବତା, ସମ୍ରାଟ ବା ପ୍ରଭୁଙ୍କ ଅଧିକାରଜ୍ଞାପକ ଛତି; ରାଜଛତ୍ର —୫. An insignia of royality, represented by an umbrella held over the head of a Raja or a Deity.

ଦେଶଜ - ବିଶେଷଣ -[ସମ୍ପାଦନା]

ଛତା ପରି ବିସ୍ତୃତ; ଝାମ୍ପୁଲା; ମୂଳ ସରୁ ଓ ଅଗ ମେଲି ଯାଇଥିବା (ଗଛ) —Spreading like an umbrella (said of trees).