ଛତାକାଠି
ଦେଖଣା
ଛତାକାଠି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛତାକାଠି
|
(ଛତାକାଢ଼ି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛତ୍ର+କାଷ୍ଠ)
[ସମ୍ପାଦନା]କନା ଛତାକୁ ଟାଣି ମେଲାଇ ରଖିବା ପାଇଁ ବ୍ୟବହୃତ ଲୌହଶଳାକା —The iron rods used to sustain the framework of an umbrella.