Jump to content

ଛତା ଖୋଲିବା

ଉଇକିଅଭିଧାନ‌ରୁ

ଛତା ଖୋଲିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଛତା ଟାଣିବା, ଛତା ମେଲାଇବାଅନ୍ୟରୂପ

(ଛତା ବୁଜିବା—ବିପରୀତ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ବନ୍ଦ ହୋଇଥିବା ଛତାକୁ ବ୍ୟବହାରାର୍ଥ ମେଲା କରିବା —To open up or spread out an umbrella for use; to unfurl a folded umbrella.