ଛତିଶ ପାଟକ

ଉଇକିଅଭିଧାନ‌ରୁ

ଛତିଶ ପାଟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛତିଶ ପାଟକ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ହିନ୍ଦୁ ଶୂଦ୍ର ମାନଙ୍କ ମଧ୍ୟରେ ଥିବା ଛତିଶଟି ହାଟୁଆ ଜାତି —The thirty six sub- sectins amongst the Ṡūdras.

ଆପେ ଛତିଶପାଟକ ଆପେ ବହେ ନାମ—ପ୍ରାଚୀ, ବ୍ରହ୍ମନିରୂପଣଗୀତା

[ଦ୍ରଷ୍ଟବ୍ୟ —ଶୂଦ୍ର ମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଶାଖା ବା ବୃତ୍ତି— ଅବଲମ୍ୱନକାରୀ ବିଭାଗମାନଙ୍କୁ ପାଟକ ବୋଲାଯାଏ ପ୍ରତ୍ୟେକ ପାଟକର ସାମାଜିକ ସଂଘ ଅଛି ଉକ୍ତ ଜାତିର ରିତିନୀତିକୁ ଏହି ସଂଘ ତନଖି କରନ୍ତି ଓ ସାମାଜିକ ନିୟମ ଲଂଘନକାରୀ ବ୍ୟକ୍ତିକୁ ଦଣ୍ଡ ଦିଅନ୍ତି ଆଧୁନିକ କାଳରେ ସମାଜରେ ଗୁଡ଼ିଏ ଉପଜାତିର ସୃଷ୍ଟି ହୋଇଥିବାରୁ ଏ ୩୬: ପାଟକଙ୍କ ସଂଖ୍ୟା କରିବା ଦୂରୂହ ଯଥା—ଚଷା, ଗଉଡ଼, ଭଣ୍ଡାରୀ, ଗୁଡ଼ିଆ, ତେଲି ପାଟକ ତଳେ ନୋଟ ଦେଖ ]