ଛତ୍ର

ଉଇକିଅଭିଧାନ‌ରୁ

ଛତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛାତ୍ତ—ଅନ୍ୟରୂପ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଛଦ ଧାତୁ, ଣିଚ୍=ଛାଦି ଧାତୁ+କରଣ. ତ୍ର)[ସମ୍ପାଦନା]

୧. ଛତା; ଛତି; ଆତପତ୍ର — ୧. Umbrella.
୨. ରାଜଚ୍ଛତ୍ର —୨. One of the insignia of royalty; an umbrella held over the head of a king.
୩. ଛତୁ; ଛତ୍ରାକ —୩. Mushroom; fungus.
୪. ଏକ ପ୍ରକାର ବିଷାକ୍ତ ଛତୁ; ଅତିଚ୍ଛତ୍ର (ହିନ୍ଦୀ - ଶବ୍ଦସାଗର) — ୪. A kind of poisonous mushroom.
୫. (+ଭାବ. ତ୍ର) ଆବରଣ; ଆଚ୍ଛାଦନ — ୫. Covering.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ବଣିଆ ଶବ୍ଦ) ରାଜା ବା ଠାକୁରଙ୍କ ଉପରେ ଅଳଙ୍କାର ରୂପେ ଖଞ୍ଜା ଯିବା ସୁନା ବା ରୂପାର ଛତି — ୧. Gold or silver umbrella set over a king or Deity as a decoration.
୨. (ସଂସ୍କୃତ - ସତ୍ର) ଅନ୍ନସତ୍ର —୨. A public kichen where cooked rice is distributed free to the needy during a famine.
୩. ଜଳସତ୍ର —୩. A place where water is dis tributed free to thirsty wayfarers during summer.
୪. ମେଳା —୪. A fair.

(ଯଥା—ହରିହର ଛତ୍ର)

୫. ପଂକ୍ତି; ଅକ୍ଷରପଙ୍କ୍ତି — ୫. Line; a line of letters.
୬. ଖଏରାତ୍ —୬. Charitable distribution.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - (ତୁଳ. ତେଲୁଗୁ. ଛତ୍ରମୁ)[ସମ୍ପାଦନା]

ଧର୍ମଶାଳା —Choultry.

[ଦ୍ରଷ୍ଟବ୍ୟ —ମାନ୍ଦ୍ରଜ ଅଞ୍ଚଳରେ ଯେଉଁ ଧର୍ମଶାଳାମାନ ଅଛି ସେ ଗୁଡ଼ିକୁ ଚୌଲ୍ଟ୍ରି ବା ଛତ୍ରମ କହନ୍ତି ଅଧିକାଂଶ ଛତ୍ରରେ ଆଗନ୍ତୁକ ବ୍ୟକ୍ତି ୧ ବା ୨ ଦିନ ଭଡ଼ା ନ ଦେଇ ରହି ପାରିବାର ସୁବିଧା ଥାଏ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସତ୍ର)[ସମ୍ପାଦନା]

ଯେଉଁ ସ୍ଥାନ ବା ଗଛରେ ସମସ୍ତଙ୍କର ପ୍ରବେଶାଧିକାର ବା ଭୋଗାଧିକାର ଅଛି — A place or tree to which the public have free access.