ଛତ୍ରଚକ୍ର

ଉଇକିଅଭିଧାନ‌ରୁ

ଛତ୍ରଚକ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଶୁଭାଶୁଭ ଫଳ ଜାଣିବା ପାଇଁ ଫଳିତ ଜ୍ୟୋତିଷର ଚକ୍ରବିଶେଷ —A kind of astrological figure drawn to calculate a person's future.

[ଦ୍ରଷ୍ଟବ୍ୟ —ଏଥିରେ ୩ ପଂକ୍ତିରେ ନଅଟି ଲେଖାଏଁ ଘରାରେ ୨୭: ନକ୍ଷତ୍ର ଲେଖା ଯାଇ ଶୁଭାଶୁଭ ଗଣନା କରାଯାଏ]