Jump to content

ଛତ୍ରିକା

ଉଇକିଅଭିଧାନ‌ରୁ

ଛତ୍ରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଛତ୍ର+କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଶିଳୀନ୍ଧ୍ର; ଛତୁ —୧. Mushroom.
୨. ଛୋଟ ଛତା —୨. Small parasol.
୩. ଛତା —୪. Parasol; umbrella.
୪. ମିଶ୍ରି —୪. Candided sugar. (M.W.).