ଛତ୍ରିକା

ଉଇକିଅଭିଧାନ‌ରୁ

ଛତ୍ରିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଛତ୍ର+କ+ସ୍ତ୍ରୀ. ଆ)[ସମ୍ପାଦନା]

୧. ଶିଳୀନ୍ଧ୍ର; ଛତୁ —୧. Mushroom.
୨. ଛୋଟ ଛତା —୨. Small parasol.
୩. ଛତା —୪. Parasol; umbrella.
୪. ମିଶ୍ରି —୪. Candided sugar. (M.W.).