ଛତ୍ର ମହାରାଜ

ଉଇକିଅଭିଧାନ‌ରୁ

ଛତ୍ର ମହାରାଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)[ସମ୍ପାଦନା]

ଆକାଶରେ କଳ୍ପିତ ବୌଦ୍ଧମାନଙ୍କର ଚାରି ଦିକ୍ପାଳ —The four protectors of the quarters of the earth according to the Buddhists.

(ଯଥା—୧. ପୂର୍ବଦିଗର ଅଧିପତି ବୀଣାଦସ୍ତ —ବୀଣାରାଜ; ୨. ପଶ୍ଚମଦିଗର ଅଧିପତି ଖଡ୍ଗହସ୍ତ—ଖଡ୍ଗରାଜ; ୩. ଉତ୍ତରଦିଗର ଅଧିପତି ଧ୍ୱଜହସ୍ତ—ଧ୍ୱଜରାଜ; ୪. ଦକ୍ଷିଣଦିଗର ଅଧିପତି ଚୈତ୍ୟହସ୍ତ ଚୈତ୍ୟରାଜ; ବୌଦ୍ଧମନ୍ଦିରମାନଙ୍କରେ ଏମାନଙ୍କର ମୂର୍ତ୍ତି ରଖାଯାଏ— ହିନ୍ଦୀ - ଶବ୍ଦସାଗର)