ଛତ୍ୱର

ଉଇକିଅଭିଧାନ‌ରୁ

ଛତ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛଦ ଧାତୁ+ସଂଜ୍ଞାର୍ଥେ. ବର)[ସମ୍ପାଦନା]

୧. କୁଞ୍ଜ; ଲତାକୁଞ୍ଜ — ୧. A grove; a bower.


୨. ଆଶ୍ରମ —୨. Hermitage.
୩. ଗୃହ —୩. House (M.W.).