ଛଦନ

ଉଇକିଅଭିଧାନ‌ରୁ

ଛଦନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ଛଦ୍ ଧାତୁ+ଭାବ ଅନ)[ସମ୍ପାଦନା]

୧. ଆଚ୍ଛାଦନ — Covering.
୨. (+କରଣ ଅନ)—ପତ୍ର —Leaf.

ଛଦନ ଯୁଗଳେ ସଦନ କରି ଅଛଇ ସତ ଭଞ୍ଜ. କୋଟିବ୍ରହ୍ମାଣ୍ଡସୂନ୍ଦରୀ

୩. ତେଜପତ୍ର —୩. The Cassia Cinnamon (fragrant leaves).
୪. ପକ୍ଷ —Wing.