Jump to content

ଛଦନ

ଉଇକିଅଭିଧାନ‌ରୁ

ଛଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଛଦ୍ ଧାତୁ+ଭାବ ଅନ)

[ସମ୍ପାଦନା]
୧. ଆଚ୍ଛାଦନ — Covering.
୨. (+କରଣ ଅନ)—ପତ୍ର —Leaf.

ଛଦନ ଯୁଗଳେ ସଦନ କରି ଅଛଇ ସତ ଭଞ୍ଜ. କୋଟିବ୍ରହ୍ମାଣ୍ଡସୂନ୍ଦରୀ

୩. ତେଜପତ୍ର —୩. The Cassia Cinnamon (fragrant leaves).
୪. ପକ୍ଷ —Wing.