ଛଦ୍ମବେଶୀ

ଉଇକିଅଭିଧାନ ରୁ
Jump to navigation Jump to search

ଛଦ୍ମବେଶୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ଛଦ୍ମବେଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଛଦ୍ମବେଶ+ଅଛି ଯାହାର ଏହି ଅର୍ଥରେ ଇନ୍; ୧ମା. ୧ବ)[ସମ୍ପାଦନା]

ଯେ ଅନ୍ୟକୁ ପ୍ରତାରଣା କରିବା ପାଇଁ କପଟବେଶ ଧାରଣ କରିଥାଏ; କାପଟିକ —Masked; incognito; appearing in disguise.