ଛଦ୍ରମ

ଉଇକିଅଭିଧାନ‌ରୁ

ଛଦ୍ରମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଛଦ୍ମ)[ସମ୍ପାଦନା]

ଛନ୍ଦ; ଛଳ; ବ୍ୟାଦ କପଟ; ବାହାନା — Disguise; trick; hypocricy; feigning.

ମାୟାମନୁଷ୍ୟରୂପେ ହରି, ଛଦ୍ରମେ ଗୃହବାସ କରି— ଜଗନ୍ନାଥ. ଭାଗବତ