Jump to content

ଛନକା

ଉଇକିଅଭିଧାନ‌ରୁ

ଛନକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଛନକ (ଦେଖ) - Chhanaka (See)

ଛନକାରେ ତ୍ରସ୍ତ ହେଲେ ଛନ୍ନମତି ସର୍ବ ପ୍ରାଣୀ ବିଶେଷ୍ୟ - ଜଳେ, କି ସ୍ଥଳେ ବିହାୟସେ— ରାଧାନାଥ, ମହାଯାତ୍ରା ଛନକା ପଶିଲା ଛାତିରେ, ଜାତି କୁଳ ଉପେକ୍ଷି— କଳାକଳେବର ଚଇତିଶା. ଛ—ଗୀତ

(ଛନକୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଚମତ୍କୃତ)

[ସମ୍ପାଦନା]

 : ହଠାତ୍ ଭୟଗ୍ରସ୍ତ —୧. Frightened; terrified.

 : ଚେହେଙ୍କିବା —୨. Shying.