ଛନଛନ

ଉଇକିଅଭିଧାନ‌ରୁ

ଛନଛନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚମତ୍କୃତ)[ସମ୍ପାଦନା]

୧. ଭୀତ — ୧. Frightened.

୨ : ଭୟରେ ଅସ୍ଥିର — ୨. Restless through fear, agitated.

ଶଲ୍ୟ କାଣ୍ଡରେ ପୀଡା ପାଇ ପାଣ୍ଡୁ ସୈନ୍ୟ ପଳାଇବାକୁ ମନ କରି ଛନଛନ—କୃଷ୍ଣସିଂହ. ମହାଭାରତ. ଶଲ୍ୟ

୩ : ଉଚ୍ଛନ୍ନ; ଅସ୍ଥିର —୩. Restless.

ଛନଛନ ମନ ବାତୁଳ ବଚନ ନିରେଖି ଚାହେଁ ଦଶଦିଶ— ପ୍ରାଚୀ. ଶିଶୁଶଙ୍କର. ଉଷାଭିଳାଷ

୪ : ଏଣେ ତେଣେ ଅସ୍ଥିରଭାବରେ ଚାହିଁବା — ୪. Glancing restlessly; casting momentary glances.

ଛନଛନ ହୋଇ ଦୁଆର ଏଣିତେଣି—କୃଷ୍ଣସିଂହ. ମହାଭାରତ. ବନ