ଛନ୍ଦ
ଛନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଛନ୍ଦ୍ ଧାତୁ+ଭାବ. ଅ)
[ସମ୍ପାଦନା]୧ : ଅଭିପ୍ରାୟ — ୧. Intention; pleasure.
୨ : ବଶତା —୨. Control; subjection; mastery.
୩ : ଅଭିଳାଷ —୩. Wish; will; inclination.
୪ : ପ୍ରବୃତ୍ତି —୪. Inclination.
୫ : ବିଷ —୫. Poison.
୬ : ବନ୍ଧନ —୬. Binding; bond.
୭ : କପଟ; ଛଳ (ହିନ୍ଦୀ - ଶବ୍ଦସାଗର) — ୭. Fraud; deceit; trick.
କାହିଁ ପାଇଁ କଲ ମୋଠାରେ ଛନ୍ଦ ଦୀନକୃଷ୍ଣ. ରସକଲ୍ଲୋଳ
୮ : ଆକାର; ଚେଷ୍ଟା, ରଙ୍ଗଢଙ୍ଗ (ହିନ୍ଦୀ - ଶବ୍ଦସାଗର) — ୮. Deportment; mode of conduct.
୯ : ଅଭିପ୍ରାୟ (ହିନ୍ଦୀ - ଶବ୍ଦସାଗର) —୯. Intention.
୧ : ଏକାନ୍ତ; ନିର୍ଜନତା (ହିନ୍ଦୀ - ଶବ୍ଦସାଗର) — ୧୦. Solitude.
୧୧ : ଆବରଣ; ଢାଙ୍କୁଣି (ହିନ୍ଦୀ - ଶବ୍ଦସାଗର) — ୧୧. Lid; cover.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଗୋପନୀୟ —Secret.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]୧ : (ସଂସ୍କୃତ - ଛନ୍ଦଃ) ରାଗିଣୀ; ଛାନ୍ଦ — ୧. Metre; musical air.
୨ : ଛନ୍ଦଃ; ବେଦର ରାଗିଣୀ — ୨. The air of a vedic hymn.
ଅନୁବାଦ
[ସମ୍ପାଦନା]
|
- ୩. ଗୋରୁଦୁହାଁ ସମୟରେ ବାଛୁରୀକୁ ବାନ୍ଧିବା ଦଉଡି — ୩. a string to tie the calf during milching the cow.
୪ : (ସଂସ୍କୃତ - ସନ୍ଦେହ) ସନ୍ଦେହ ସ୍ଥଳ —୪. Dilemma.
୫ : (ସଂସ୍କୃତ - ସନ୍ଧି) ସନ୍ଧି; ସନ୍ନିପାତ — ୫. Collapse (during fever).