ଛନ୍ଦ

ଉଇକିଅଭିଧାନ‌ରୁ

ଛନ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଛନ୍ଦ୍ ଧାତୁ+ଭାବ. ଅ)[ସମ୍ପାଦନା]

୧ : ଅଭିପ୍ରାୟ — ୧. Intention; pleasure.

୨ : ବଶତା —୨. Control; subjection; mastery.

୩ : ଅଭିଳାଷ —୩. Wish; will; inclination.

୪ : ପ୍ରବୃତ୍ତି —୪. Inclination.

୫ : ବିଷ —୫. Poison.

୬ : ବନ୍ଧନ —୬. Binding; bond.

୭ : କପଟ; ଛଳ (ହିନ୍ଦୀ - ଶବ୍ଦସାଗର) — ୭. Fraud; deceit; trick.

କାହିଁ ପାଇଁ କଲ ମୋଠାରେ ଛନ୍ଦ ଦୀନକୃଷ୍ଣ. ରସକଲ୍ଲୋଳ

୮ : ଆକାର; ଚେଷ୍ଟା, ରଙ୍ଗଢଙ୍ଗ (ହିନ୍ଦୀ - ଶବ୍ଦସାଗର) — ୮. Deportment; mode of conduct.

୯ : ଅଭିପ୍ରାୟ (ହିନ୍ଦୀ - ଶବ୍ଦସାଗର) —୯. Intention.

୧ : ଏକାନ୍ତ; ନିର୍ଜନତା (ହିନ୍ଦୀ - ଶବ୍ଦସାଗର) — ୧୦. Solitude.

୧୧ : ଆବରଣ; ଢାଙ୍କୁଣି (ହିନ୍ଦୀ - ଶବ୍ଦସାଗର) — ୧୧. Lid; cover.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଗୋପନୀୟ —Secret.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧ : (ସଂସ୍କୃତ - ଛନ୍ଦଃ) ରାଗିଣୀ; ଛାନ୍ଦ — ୧. Metre; musical air.

୨ : ଛନ୍ଦଃ; ବେଦର ରାଗିଣୀ — ୨. The air of a vedic hymn.

ଅନୁବାଦ[ସମ୍ପାଦନା]

୩. ଗୋରୁଦୁହାଁ ସମୟରେ ବାଛୁରୀକୁ ବାନ୍ଧିବା ଦଉଡି — ୩. a string to tie the calf during milching the cow.

୪ : (ସଂସ୍କୃତ - ସନ୍ଦେହ) ସନ୍ଦେହ ସ୍ଥଳ —୪. Dilemma.

୫ : (ସଂସ୍କୃତ - ସନ୍ଧି) ସନ୍ଧି; ସନ୍ନିପାତ — ୫. Collapse (during fever).