ଛନ୍ଦକ

ଉଇକିଅଭିଧାନ‌ରୁ

ଛନ୍ଦକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛନ୍ଦ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅକ)[ସମ୍ପାଦନା]

୧ : ରକ୍ଷକ —୧. Protector.

୨ : ବାସୁଦେବ; ଶ୍ରୀକୃଷ୍ଣ — ୨. A name of Srīkṛushṇa.

୩ : ବୁଦ୍ଧଦେବଙ୍କ ସାରଥି — ୩. Name of the charioteer of Buddha.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଛଳୀ; କପଟୀ (ହିନ୍ଦୀ - ଶବ୍ଦସାଗର) — Deceitful.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଛଳୀଚ କପଟୀ (ହିନ୍ଦୀ - ଶବ୍ଦସାଗର) — Deceitful.