ଛନ୍ଦକ
ଦେଖଣା
ଛନ୍ଦକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଛନ୍ଦ୍ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅକ)
[ସମ୍ପାଦନା]୧ : ରକ୍ଷକ —୧. Protector.
୨ : ବାସୁଦେବ; ଶ୍ରୀକୃଷ୍ଣ — ୨. A name of Srīkṛushṇa.
୩ : ବୁଦ୍ଧଦେବଙ୍କ ସାରଥି — ୩. Name of the charioteer of Buddha.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଛଳୀ; କପଟୀ (ହିନ୍ଦୀ - ଶବ୍ଦସାଗର) — Deceitful.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଛଳୀଚ କପଟୀ (ହିନ୍ଦୀ - ଶବ୍ଦସାଗର) — Deceitful.