Jump to content

ଛନ୍ଦଣିମନ୍ଦଣି

ଉଇକିଅଭିଧାନ‌ରୁ

ଛନ୍ଦଣିମନ୍ଦଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗଇଣ୍ଠାଗଇଣ୍ଠି; ଅନେକଗୁଡିଏ ସୂତାରେ ଗଣ୍ଠି ପଡିଯିବା; ଅଡ଼ୁଆ ହେବା; ଗୁଡ଼ିଆଗୁଡ଼ି Intricacy; beingknotted; confusion; chaos.

ଦେଶଜ - ବିଶେଷଣ -

[ସମ୍ପାଦନା]

 : ବିଶେଷ ଅଡ଼ୁଆ ହୋଇଥିବା — ୧. Intricately knotted together; knotty; chaotic; tangled.

 : ପରସ୍ପର ସଙ୍ଗେ ଛନ୍ଦା ହୋଇଥିବା — ୨. Intertwined with each other; crossed.

କୋଇଲି ଲୋ ଛନ୍ଦଣି ମନ୍ଦଣି ଭୁଜ ଦଣ୍ଡ କେଶବ କୋଇଲି ଛ ଗୀତ