ଛନ୍ଦାଛନ୍ଦି

ଉଇକିଅଭିଧାନ‌ରୁ

ଛନ୍ଦାଛନ୍ଦି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅନ୍ୟୋଽନ୍ୟ ବନ୍ଧନ — ୧. Mutual tie or bond.
[ଦ୍ରଷ୍ଟବ୍ୟ: ତରୂ ବ୍ରତତୀର ପ୍ରେମେ ବନ୍ଧାବନ୍ଧି ଛନ୍ଦାଛନ୍ଦି ଘେନାଘେନି — ରାଧାନାଥ, ଯଯାତିକେଶରୀ ]
୨. ଅନ୍ୟୋଽନ୍ୟ ସମ୍ୱନ୍ଧ —୨. Mutual connection.
୩. ବହୁପଦ୍ୟରଚନା —୩. Composing of many poems.
୪. ଗୁଡେଇ ତୁଡେଇ ବାନ୍ଧିବା — ୪. Binding together.
୫. କୁଣ୍ଢିଆକୁଣ୍ଢେଇ —୫. Mutual embrace.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଅନ୍ୟୋଽନ୍ୟରେ ବନ୍ଧାବନ୍ଧ — ୧. Mutually tied up or bound; tied to each other.
[ଦ୍ରଷ୍ଟବ୍ୟ:ବାଳକ ପ୍ରାୟେ ହୋଇ କାନ୍ଦି ଏକ ଥରକେ ଛନ୍ଦାଛନ୍ଦି — ଜଗନ୍ନାଥ, ଭାଗବତ ]
୨. ବିବାହ ବନ୍ଧନରେ ଆବଦ୍ଧ — ୨. Tied together by the tie of marriage.