ଛନ୍ଦେ

ଉଇକିଅଭିଧାନ‌ରୁ

ଛନ୍ଦେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ.[ସମ୍ପାଦନା]

ଅଭିପ୍ରାୟ ଅନୁସାରେ — According to the intention or purport of.

ହିସପ୍ତ ଲୋକ ଅଧ ଊର୍ଦ୍ଧେ, ସର୍ଜ୍ଜିଲା ବେଦବାକ୍ୟ ଛନ୍ଦେ ଜଗନ୍ନାଥ. ଭାଗବତ