ଛନ୍ଦୋଭଙ୍ଗ

ଉଇକିଅଭିଧାନ‌ରୁ

ଛନ୍ଦୋଭଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍ ଛନ୍ଦଃ+ଭଙ୍ଗ)[ସମ୍ପାଦନା]

ଯତିଭଙ୍ଗ ଦୋଷ; ମାତ୍ରା ବା ଅକ୍ଷରର ନ୍ୟୁନତା ବା ଆଧିକ୍ୟ ଦୋଷରୁ ଗୀତର ଅଶୁଦ୍ଧି —Breach of cadence or measure in poetry.