ଛପାଛପି
ଦେଖଣା
ଛପାଛପି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୁଦ୍ରଣ — ୧. Printing.
- ୨. ଲୁଚାଇବା —୨. Concealment; hiding.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମୁଦ୍ରିତ —୧. Printed
- ୨. ଲୁକ୍କାୟିତ —୨. Concealed.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଗୁପ୍ତଭାବରେ; ଲୁଚାଇକରି; ଗୁପ୍ଚୁପ୍; ଚୁପ୍ଚାପ୍ — Secretly.
ଛପାଛପି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛପାଛପି
|
(ଛିପଛପିକା—ଅନ୍ୟରୂପ)
ଦେଶଜ - କ୍ରି; ବିଶେଷଣ - (ଛପିବା କ୍ରୟାର ଅସମାପିକାରୂପ, କ୍ରି. ବିଶେଷଣ - ରୂପେ ବ୍ୟବହୃତ)
[ସମ୍ପାଦନା]ଲୁକାୟିତଭାବରେ; ଲୁଚିଲୁଚିକା; ଲୁଚିକରି; ଗୁପ୍ଚୁପ୍; ଅନ୍ୟମାନଙ୍କ ଅଜ୍ଞାତରେ —Stealthily; without the knowledge of others.
(ଯଥା—ମୁଁ ଛପିଛପି ତାଙ୍କ କଥାବାର୍ତ୍ତା ଶୁଣି ଆସିଲି)