ଛପାଛପି

ଉଇକିଅଭିଧାନ‌ରୁ

ଛପାଛପି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ମୁଦ୍ରଣ — ୧. Printing.
୨. ଲୁଚାଇବା —୨. Concealment; hiding.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ମୁଦ୍ରିତ —୧. Printed
୨. ଲୁକ୍କାୟିତ —୨. Concealed.

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଗୁପ୍ତଭାବରେ; ଲୁଚାଇକରି; ଗୁପ୍ଚୁପ୍; ଚୁପ୍ଚାପ୍ — Secretly.



ଛପାଛପି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଛିପଛପିକା—ଅନ୍ୟରୂପ)

ଦେଶଜ - କ୍ରି; ବିଶେଷଣ - (ଛପିବା କ୍ରୟାର ଅସମାପିକାରୂପ, କ୍ରି. ବିଶେଷଣ - ରୂପେ ବ୍ୟବହୃତ)[ସମ୍ପାଦନା]

ଲୁକାୟିତଭାବରେ; ଲୁଚିଲୁଚିକା; ଲୁଚିକରି; ଗୁପ୍ଚୁପ୍; ଅନ୍ୟମାନଙ୍କ ଅଜ୍ଞାତରେ —Stealthily; without the knowledge of others.

(ଯଥା—ମୁଁ ଛପିଛପି ତାଙ୍କ କଥାବାର୍ତ୍ତା ଶୁଣି ଆସିଲି)