ଛବିଶ

ଉଇକିଅଭିଧାନ‌ରୁ

ଛବିଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଛବିଶି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂସ୍କୃତ - ଷଡ଼୍ୱିଂଶତି; ପ୍ରା. ଛବ୍ୱୀଶା)[ସମ୍ପାଦନା]

୨୬. ସଂଖ୍ୟା; କୋଡ଼ିଏ ଅପେକ୍ଷା ଛଅ ଅଧିକ ସଂଖ୍ୟା — The number ୨୬; twentysix.

ବିଶେଷଣ -[ସମ୍ପାଦନା]

ଷଡ଼ବିଂଶ ସଂଖ୍ୟକ — Numbering twentysix.