ଛଳନା

ଉଇକିଅଭିଧାନ‌ରୁ

ଛଳନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଛଳ ଧାତୁ+ଭାବ. ଅନ+ସ୍ତ୍ରୀ. ଆ)[ସମ୍ପାଦନା]

୧. ପ୍ରତାରଣା; ଶଠତା —୧. Deceit; fraud.
୨. ବାହାନା —୨. Pretext.