ଛାଇ

ଉଇକିଅଭିଧାନ‌ରୁ

ଛାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାୟା)[ସମ୍ପାଦନା]

୧. ଅନାତପ; ଖବର ଆଭାବ — ୧. Shade; want of sun's rays.
୨. ଛାୟା; ଆଲୋକ ବା ସୂର୍ଯ୍ୟ ବା ଚନ୍ଦ୍ରଙ୍କ ବିବରୀତ ଦିଗରେ ପଡ଼ିବା କୌଣସି ବସ୍ତୁର ପ୍ରତିରୂପ — ୨. Shadow.

ଦାମୟନ୍ତୀ ଚିହ୍ନିଲେ ନଳଙ୍କର ରୂପ ଶରୀରକୁ ଛାଇ ହୋଇଛି ଅନୁରୂପ କୃଷ୍ଣସିଂହ. ମହାଭାରତ. ବନ

୩. (ଲକ୍ଷଣାର୍ଥ) ଆଶ୍ରୟ; ବାହୁଛାୟା; ଶରଣ — ୩. Shelter.

(ଯଥା—ତା ଛାଇରେ ମୋ ଦିନ ଯାଉ)

୪. ପ୍ରିତିବିମ୍ୱଜଳ ବା ଦର୍ପଣରେ ଦେଖାଯାଉଥିବା କୌଣସି ବସ୍ତୁର ପ୍ରତିରୂପ —୪. Reflection of a thing on water or mirror.
୫. ସୂର୍ଯ୍ୟକିରଣ ପଡ଼ି ନ ଥିବା ସ୍ଥାନ — ୫. A place where the sun's rays do not fall.
୬. ଛୁଆଣି; ଛାଉଣୀ — ୬. Thatching; overlying.