ଛାଟ
Appearance
ଛାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଟ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ଷିପ୍ତ; ପ୍ରା. ଛିତ୍ତ; ସଂସ୍କୃତ - ଛଟା)
[ସମ୍ପାଦନା]- ୧. ପବନ ଯୋଗୁଁ ବର୍ଷା ଜଳ ତିର୍ଯ୍ୟକ୍ଭାବରେ ପଡ଼ିବା; ବାୟୁତାଡ଼ିତ ବୃଷ୍ଟିଧାରା —୧. Slanting rain (due to wind.)
ଘରବାନ୍ଥ ପାଣିଛାଟରେ ଖସି ପଡ଼ୁଅଛି ରାଧାନାଥ, ବିକେକୀ
ଅନୁବାଦ
[ସମ୍ପାଦନା]- ୨. ଛୋଟ ସରୁ ଯଷ୍ଟି — ୨. Sleender stick; switch rod.
ମୋ ତୁଣ୍ତେ ସିନା ଥିଲେ ମାଟି ତେବେ ତ ମୋତେ ଛାଟି ପିଟି ଜଗନ୍ନାଥ. ଭାଗବତ
- ୩. ଚାବୁକ —୩. Whip.
- ୪. ଛାତ୍ରମାନଙ୍କୁ ଅବଧାନମାନେ ଯେଉଁ ସରୁଯଷ୍ଟିରେ ତାଡ଼କ କରନ୍ତି —୪. A staff used by teachers' for caning pupils.
ଛଟକୁରେ ବାବୁ ଭୟ ନ କରେ ଛଛିଦ୍ର ହୋଇ ବିପ୍ୟା ପଢ଼ିବାର—ବାଳରାମଦାସ
- ୫. ଚାବୁକ ବା ଛାଟଦ୍ୱାରା ପ୍ରହାର — ୫. Whilling; a stroke with the whip.
ସେ ରଥେ ଘୋଡ଼ଙ୍କ ଦେହରେ ଯାଇଁ ଛାଟ ବାଜନ୍ତେ ଧାଇଁଲେ ସେ ହେଜି ଯୁଦ୍ଧବାଟ କୃଷ୍ଣସିଂହ ମହାଭାରତ. ବନ
- ୬. ପଶୁତାଡ଼ନ ଯଷ୍ଟି — ୬. A staff for driving cattle.
- ୭. (ସଂସ୍କୃତ - ଛେଦନ) ଛାଣ୍ଟ; ଛଟା; ଭଙ୍ଗି; ପ୍ରକାର — ୭. Mode.
- ୮. ବାତରୋଗ ପ୍ରଭାବରୁ ଛାଟି ହୋଇ ମନୁଷ୍ୟ ଭୁମିରେ ପଡ଼ିଯିବା; ଆହାର ଛାଟ —୮. A sudden fall on the ground on a account of a fit.