Jump to content

ଛାଟିବା

ଉଇକିଅଭିଧାନ‌ରୁ

ଛାଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.— (ସଂସ୍କୃତ - କ୍ଷିପ୍ତ, ପ୍ରା. ଛିତ୍ତ)[ସମ୍ପାଦନା]

୧. ଅଙ୍ଗାଦି ବିକ୍ଷେପ କରିବା —୧. To Throw about one's limbs.
୨. ଛିଞ୍ଚାଡ଼ି ଦେବା; ନିକ୍ଷେପ କରିବା — ୨. To throw with a jeck.
୩. କାଦୁଆ ଭୁମିରେ ଶସ୍ୟ ବୀଜ (ବିହନ) ଆଦି ବଳପୂର୍ବକ ବୁଣିବା —୩. To jerk out seeds into a muddy field.
୪. ବଳପୂର୍ବକ ଝିଙ୍କିବା — ୪. To snatch away with a jerk.

ଖଣ୍ଡେ କାଟି ନେଇ ମାନ୍ଦରାଜ ରାଜ୍ୟ ଖଣ୍ଡେ ଛାଟିନେଲା ବଙ୍ଗ ଭିକାରୀ. ଗୀତଲହର

୫. ବନଶୀ ବା ଦଉଡ଼ି ଆଦି ମାଛ ଆଦିଙ୍କୁ ଉପରକୁ ଝିଙ୍କି ଆଣିବା —୫. To bring up with a jerk.

କିଶୋରୀଙ୍କର ମନ ମୀନକୁ ଏ ବଚନ—ମିଷ ବଡ଼ୀଶ ଲାଠି ଛାଟିଲାରେ କବିସୂର୍ଯ୍ୟ. ସଙ୍ଗୀତ

୬. (କାନ୍ଥରେ ମାଟି) ଲେସିବା; ତୀର୍ଯ୍ୟକ୍ ଭାବରେ କୌଣସି ବସ୍ତୁକୁ (ଯଥା—କାଦୁଅ ବା ଗୋବର) ଅନ୍ୟ ବସ୍ତୁର (ଯଥା—କାନ୍ଥର) ଦେହକୁ ଫୋପାଡ଼ିବା — ୬. To throw mud etc obiliquely.
୭. (ସଂସ୍କୃତ - ଛୋଦନ; ଖଣ୍ଡନ) (ଗଛର ଡ଼ାଳକୁ) ଅଗ ଆଡ଼ୁ ସମାନ କାଟିବା — ୭. To prune (the braches of a tree).
୮. ମୁଣ୍ଡର ବାଳ କତୁରିବା; ଛାଣ୍ଟିବା — ୮. To crop (the hair).