ଛାଟ ମାରିବା
ଦେଖଣା
ଛାଟ ମାରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସରୁ ଯଷ୍ଟିଦ୍ୱାରା ପ୍ରହାର କରିବା — whip with a slender twig.
- ୨. ପବନ ପ୍ରଭାବରୁ ବର୍ଷାଜଳ ତିର୍ଯ୍ୟକ୍ଭାବରେ ଘର ବା ପିଣ୍ଡା ମଧ୍ୟକୁ ବରଷିବା —୨. To rain slantingly or obliquely (due to wind)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଆହାର ଛାଟ ମାରିବା; ଅପସାର ରୋଗ ଆକ୍ରମଣ କରିବା —Being attacked with a fit of epipepsy.
ଛାଟ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସରୁ ଯୁଷ୍ଟିରେ ପ୍ରହାର କରିବା
- ୨. (ବର୍ଷା ପାଣି) ତିର୍ଯ୍ୟକ୍ ଭାବରେ କୌଣସି ସ୍ଥାନରେ ପଡ଼ିବା
- ୩. ପାଣିକୁ ଛାଟି କରି ପକାଇବା