ଛାଡ଼ଯିବା

ଉଇକିଅଭିଧାନ‌ରୁ

ଛାଡ଼ଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଛାଡ଼ ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

(ଅକର୍ମକ) ପରିତ୍ୟକ୍ତ ହେବା — To be given up.

(ଯଥା—ଏବେ ସେ ଦୁଃଖ ପାଇ ଗଲେଣି କିନ୍ତୁ ବାପାଙ୍କ ଅମଳର ଢଙ୍ଗଢାଙ୍ଗ ଛାଡ଼ ଯାଇ ନାହିଁ)