ଛାଡ଼ିକରି
ଦେଖଣା
ଛାଡ଼ିକରି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ଅନର୍ଗଳ ଭାବରେ; ପର୍ଯ୍ୟପ୍ତ ପରିମାଣରେ — ୧. Abandontly.
ଏ ଅଞ୍ଚଳରେ ତିନି ଚାରି ଦିନ ହେଲା ମେଘ ଝପର ଝପର ଲଗେଇଛି କିନ୍ତୁ ବର୍ଷା ଛାଡ଼ି କରି ହେଉ ନାହିଁ ଗଡ଼ଜାତବାସିନୀ ୨୨ ୬ ୨୯:
- ୨. କୋଷ୍ଠବନ୍ଧ ନ ହୋଇ ତରଳ ଭାବରେ (ଝାଡ଼ା ହେବା) — ୨. (passing of stools) Copiously.
(ଯଥା—କୋଷ୍ଠ କାଠିନ୍ୟ ମୋର ଗୋଟିଏ ପ୍ରଧାନ ରୋଗ, ଜୁଲାପ ନ ଖାଇଲେ ମୋର ଛାଡ଼ି କରି ପୋଖରୀ ହୁଏ ନାହିଁ)
- ୩. ଛାଡ଼ି (ଦେଖ) - ୩. Chhāṟḍ̠i (See)