ଛାଡ଼ିଛୁଡ଼ି ଦେବା
ଦେଖଣା
ଛାଡ଼ିଛୁଡ଼ି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛାଡ଼ିଛୁଡ଼ି ଦେବା
|
ଦେଶଜ - କ୍ରି. (ଛାଡ଼ି ବା କ୍ରିୟାର ଅସମାପିକା ରୂର ସଙ୍ଗେ ଧ୍ୱନ୍ୟନୁକରଣ ନିରର୍ଥକ ଛାଡ଼ିବା କ୍ରିୟାର ଯୋଜନା)
[ସମ୍ପାଦନା]- ୧. ଅବ୍ୟାହିତ ଦେବା — ୧. To remit; to grant a receipt.
- ୨. ସମ୍ପର୍ଣ୍ଣରୂପେ ତ୍ୟାଗ କରିବା — ୨. To give up or abadon completely.