ଛାଣ୍ଟିଛୁଣ୍ଟି

ଉଇକିଅଭିଧାନ‌ରୁ

ଛାଣ୍ଟିଛୁଣ୍ଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ -(ଛାଣ୍ଟିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୁକାରୀ ନିରର୍ଥକ ଛୁଣ୍ଟିବା କ୍ରିୟାର ଅସମାପିକାରୂପେ କ୍ରି. ବିଣରୂପେ ବ୍ୟବହୃତ)[ସମ୍ପାଦନା]

୧. ବାରଂବାର କଟାକଟି କରି — ୧. After repeated cuttings or prunings.

(ଯଥା—ଆମ ମାଳି ଗଛଟିକୁ ଛାଣ୍ଟି ଛୁଣ୍ଟି ଗୋଲ କରିଛି)

୨. ନାନାପ୍ରକାରେ ବ୍ୟୟ ସଂକୋଚ ପୂର୍ବକ — ୨. After repeated retrenchments.

(ଯଥା—ମୁଁ ବିଭାଘର ଖରଚରୁ ଛାଣ୍ଟି ଛୁଣ୍ଟି ଟ ୨୫\?\: ରଖିଲି)

୩. . ନାନାଦିଗରୁ ଅଳ୍ପ ଅଳ୍ପ କରି ଗ୍ରହଣ କରି — ୩. By taking bits from many sources.