ଛାତ
ଛାତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ଛତା—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାଦ)[ସମ୍ପାଦନା]
ଚାଳ; ଘରଉପରିସ୍ଥ ଆଚ୍ଛାଦନ; କୋଠା ଉପରର ଆଚ୍ଛାଦନ —Roof; thatch.
[ଦ୍ରଷ୍ଟବ୍ୟ —ନଡ଼ିଆଦିଦ୍ୱାରା ଛୁଆଣି ହୋଇଥିବା ଘରର ଚୂନ ଗୋଡ଼ି ଆଦିଦ୍ୱାରା ଗଠିତ କୋଠର ଆଚ୍ଛାଦନକୁ ଛାତ ବୋଲାଯାଏ ଆଜିକାଲି କଡ଼ି, ବରଗା, ଟାଇଲ୍ ଓ ଗୋଡ଼ିଆଦି ନ ଦେଇ ଏକପ୍ରକାର ଖିଲଣକାମରେ ସିମେଣ୍ଟର ଛାତ ପଡ଼ୁଅଛି]
ସଂସ୍କୃତ - ବିଶେଷଣ - ପୁଂ. (ଛୋ ଧାତୁ=ଛେଦନ କରିବା+ କର୍ମ. ତ)[ସମ୍ପାଦନା]
- ୧. ଛିନ୍ନ —୧. Cut off.
- ୨. ଦୁର୍ବଳ —୨. Weak.
- ୩. କ୍ଷୀଣ —୩. Emaciated; lean.