ଛାତି

ଉଇକିଅଭିଧାନ‌ରୁ

ଛାତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଦ ଧାତୁ) (ଛାଦିବା, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ)[ସମ୍ପାଦନା]

୧. କଣ୍ଠଦେଶ ଓ ପେଟ ମଧ୍ୟସ୍ଥ ଶରୀରର ସାମନା ପାଖ; ବକ୍ଷଦେଶ; ବକ୍ଷସ୍ଥଳ — ୧. Breast; chest.

ଚମକିତ ନାହିଁ ମୋ ଛାତି କବିସୂର୍ଯ୍ୟ. କିଶୋରୀଚମ୍ପୂ. ଚ. ଗୀତ

୨. ବୁକୁ; ହୃଦୟ —୨. Bosom; heart.
୩. ମନଃ; ଅନ୍ତଃକରଣ —୩. Mind.
୪. ସାହାସ —୪. Courage.
୫. ସ୍ତ୍ରୀଲୋକଙ୍କର ସ୍ତନ —୫. Woman's breast.

ଝଳାଅ କୁଞ୍ଜରକୁମ୍ଭସ୍ଥଳକୃତି ଛାତିରେ କବିସୂର୍ଯ୍ୟ. ସଙ୍ଗୀତ

୬. ଧୌର୍ଯ୍ୟ —୬. Patience; forbearance.
୭. କଷ୍ଟସହିଷ୍ଣୁତା —୭. Endurance.
୮. ଏକ ଛାତି ପରିମିତ ଉଚ୍ଚତା ବା ଗଭୀରତା — ୮. Depth up to a man's breast; height upto a man's breast.