ଛାନ୍ଦସ ଜ୍ୟୋତିଃ

ଉଇକିଅଭିଧାନ‌ରୁ

ଛାନ୍ଦସ ଜ୍ୟୋତିଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଛାନ୍ଦିସ=ବେଦୋକ୍ତ+ଜ୍ୟୋତି=ତେଜଃ)

ସୂର୍ଯ୍ୟ —The sun.

ରହିବ ତାବତ ଭବେ ତୁମ୍ଭ ଯଶ ଦୀପିବେ ଯାବତ ଏ ଜ୍ୟୋତ ଛାନ୍ଦସ ରାଧାନାଥ.

[ ଦ୍ର—ସୂର୍ଯ୍ୟ ଅର୍ଥରେ ଏ ଶବ୍ଦର ପ୍ରୟୋଗ କୌଣସି ଅଭିଧାନରେ ଦୋଖାଯାଏ ନାହିଁ, ସମ୍ଭବତଃ କବିବର ରାଧାନାଥ, ସୂର୍ଯ୍ୟ ବେଦରେ ଆଦିମ ଜ୍ୟୋତିରୂପେ ବର୍ଣ୍ଣତ ହୋଇଥିବାରୁ ସୂର୍ଯ୍ୟଙ୍କୁ 'ଛାନ୍ଦସଜ୍ୟୋତି' ନାମରେ ଅଭିହିତ କରିଅଛନ୍ତି]