Jump to content

ଛାପା

ଉଇକିଅଭିଧାନ‌ରୁ

ଛାପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛବି); ସଂସ୍କୃତ - ଚପନ; ହିନ୍ଦୀ - ଶବ୍ଦସାଗର)[ସମ୍ପାଦନା]

୧. ମାର୍କା; ମୁଦ୍ରାଙ୍କନ; ମୁଦ୍ରିତ ଚିହ୍ନ — ୧. Painted mark or spot.
୨. ମୁଦ୍ରାବିନ୍ୟାସ; ମୁଦ୍ରଣ — ୨. Printing; stamping.
୩. ମୁଦ୍ରା; ମୋହର —୩. Seal; stamp; dye.
୪. ମୂଦ୍ରା; ଚିହ୍ନ —୪. Print-mark; impression.
୫. ନାମଙ୍କିତ ମୁଦ୍ରା ବା ଫଳକ —୫. Engraved block for printing on body, paper or cloth.
୬. କଳ ମୋହର —୬. A coin.
୭. ହରିନାମଙ୍କିତ ତିଳକ —୭. Figures made with sandal paste on the body representing the name of God.

ସର୍ବାଙ୍ଗରେ ଛାପା ଲଗାଇ ହରିନାମ ଶୁଣାଇବା ସକାଶେ ଗ୍ରାମକୁ ବାହାରନ୍ତି ଫକୀରମୋହନ—ଛମାଣଆଠଗୁଣ୍ଠ

ଦେଶଜ - ବିଶେଷଣ -[ସମ୍ପାଦନା]

୧. ମୁଦିତ —୧. Printed.
୨. ଚିହ୍ନିତ —୨. Stamped; impressed.
୩. ମୋହରଦିଆ; ମୁଦ୍ରଙ୍କିତ —୩. Sealed.